27.1 C
Bhubaneswar
Saturday, December 13, 2025
Homeଓଡିଶାବନ୍ଧା ହେଲା ସାଇବର ଠକ

ବନ୍ଧା ହେଲା ସାଇବର ଠକ

ଭୁବନେଶ୍ୱର: ଭୁବନେଶ୍ୱରରେ ୮ ଲକ୍ଷ ସାଇବର ଠକେଇ ମାମଲାରେ ଅଭିଯୁକ୍ତ ଗିରଫ ହୋଇଛି । ଅଭିଯୁକ୍ତ ବନ୍ଦନା ବାୱାକୁ ଦିଲ୍ଲୀରୁ ଗିରଫ କଲା ଓଡିଶା କ୍ରାଇମବ୍ରାଞ୍ଚ ସିଆଇଡି ଶାଖା । ବିଭିନ୍ନ ପ୍ରକାର ଡକ୍ୟୁମେଣ୍ଟ ସହ ୧୦ ଲକ୍ଷ ଟଙ୍କା ଜବତ ହୋଇଛି । ଶୈଳଶ୍ରୀ ବିହାର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଅଭିଯୋଗ  ଆଧାରରେ ଗିରଫ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking