17.1 C
Bhubaneswar
Friday, February 6, 2026
Homeଓଡିଶାସକ୍ରିୟ ହେଉଛନ୍ତି ସାଇବର ଠକ: ଚଳିତ ବର୍ଷ ୨୪ ୱେବ୍ ସାଇଟ ବ୍ଲକ୍

ସକ୍ରିୟ ହେଉଛନ୍ତି ସାଇବର ଠକ: ଚଳିତ ବର୍ଷ ୨୪ ୱେବ୍ ସାଇଟ ବ୍ଲକ୍

ଭୁବନେଶ୍ବର:  ଦିନକୁ ଦିନ ସାଇବର ଠକ ସକ୍ରିୟ ହେବାରେ ଲାଗିଛନ୍ତି । ସୋସିଆଲ ମିଡିଆକୁ  ମାଧ୍ୟମ କରୁଛନ୍ତି। ଏହାଦ୍ୱାରା ସାଧାରଣ ଜନତା ଠକେଇର ଶିକାର ହେଉଛନ୍ତି । ରଥଯାତ୍ରା ପରି ବଡ଼ ବଡ଼ ଉତ୍ସବକୁ ନେଇ  ସୋଇଆଲ ମିଡ଼ିଆରେ ଠକିବା ପାଇଁ ଯୋଜନା କରୁଛନ୍ତି । ଗୁଗୁଲରେ ଫେକ୍ ୱେବ୍ ସାଇଟ ପେଜ୍ କରି ଅନେକ ସମୟରେ ଲୋକଙ୍କୁ ଠକୁ ଥିବାର ଘଟଣା ସାମ୍ନାକୁ ଆସୁଛି। ରଥଯାତ୍ରା ସମୟରେ ସୋସିଆଲ ମିଡିଆ ଅପରାଧୀ ପୁରୀକୁ ଟାର୍ଗେଟ କରିଛନ୍ତି ।  ଚଳିତ ବର୍ଷ ୩୪ ଟି ଫେକ୍ ୱେବ୍ ସାଇଟ ଖୋଲା ଯାଇଥିବା ନେଇ ଓଡ଼ିଶା ସାଇବର ୟୁନିଟ ଠାବ କରିଛି। ସେଥୁରୁ  ୨୪ଟି ୱେବ୍ ସାଇଟକୁ ବ୍ଲକ୍ କରାଯାଇଛି। ଏନେଇ ସାଧାରଣ ଲୋକଙ୍କ ସଚେତନ  ପାଇଁ ସଚେତନତା କାଯ୍ୟ କରାଯାଉଛି  ବୋଲି ଓଡ଼ିଶା ସାଇବର ଆଇଜିପି, ସିଆଇଡି, ସିବି,ଶେଫିନ୍ ଅହମ୍ମଦ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking