ଭୁବନେଶ୍ୱର : ସଡକ ନିର୍ମାଣ ପାଇଁ ଆସିବ ନୂଆ ପଲିସୀ ା ଏନେଇ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । କହିଛନ୍ତି ରାସ୍ତା ପ୍ରଶସ୍ତିକରଣ ପାଇଁ ଆଉ କଟାଯିବନି ଗଛ । ଗଛକୁ ଅନ୍ୟତ୍ର ସ୍ଥାନ କରାଯିବ । ୟୁରୋପିଆନ ମେସିନରେ ସ୍ଥାନାନ୍ତର କରାଯିବ । ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ କୁ ରାସ୍ତା ନିର୍ମାଣରେ ବ୍ୟବହାର କରାଯିବ ।










