23.1 C
Bhubaneswar
Sunday, December 21, 2025
Homeଓଡିଶାଅଙ୍ଗ ତସ୍କରୀ ହୋଇନି: ଡାକ୍ତର

ଅଙ୍ଗ ତସ୍କରୀ ହୋଇନି: ଡାକ୍ତର

କଟକ: କଟକର ଘରୋଇ ହସ୍ପିଟାଲର ଅଙ୍ଗ ତସ୍କରୀ ଅଭିଯୋଗ ଘଟଣା । ମୃତ ଦେହ ବ୍ୟବଚ୍ଛେଦ ପରେ ଅଙ୍ଗ ତସ୍କରୀ ହୋଇନଥିବା କହିଲେ ଡାକ୍ତର । ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର ସ୍ପଷ୍ଟ କଲେ କୌଣସି ଅଙ୍ଗ ତସ୍କରୀ ହୋଇନଥିବା କହିଲେ । ଅଙ୍ଗ ତସ୍କରୀ ହୋଇଥିବା ଅଭିଯୋଗ ଆଣିଥିଲେ ମୃତକଙ୍କ ପରିବାର ଲୋକେ । ଗତ କାଲି ବାଲିଗୁଡା ପୋଲିସ କବର ଖୋଳି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking