22.1 C
Bhubaneswar
Saturday, March 22, 2025
Homeଓଡିଶାକଟକରେ ସର୍ବାଧିକ ବାଲି ମାଫିଆ : ମୁଖ୍ୟମନ୍ତ୍ରୀ

କଟକରେ ସର୍ବାଧିକ ବାଲି ମାଫିଆ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କଟକରେ ଫେକ ପାସ କରି ଚାଲିଛି ବାଲି ଚାଲାଣ ।  ସୋଫିଆ ଫିର୍ଦ୍ଦୋଶଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ତର ରଖିଛନ୍ତି । ୨୦୨୩- ୨୪ରେ ବାଲି ମାଫିଆଙ୍କ ଠାରୁ ୧,୩୩ ,୬୦, ୦୩୫ ଫାଇନ ଆଦାୟ ହୋଇଛି । ଯାଜପୁରରୁ ୧ କୋଟି ୧୬ ଲକ୍ଷ ୯ହଜାର ୪୪୭ ଫାଇନ ଆଦାୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking