19.1 C
Bhubaneswar
Sunday, January 11, 2026
Homeଓଡିଶାକଟକ ସହରକୁ ଅଣଦେଖା: ସୋଫିଆ

କଟକ ସହରକୁ ଅଣଦେଖା: ସୋଫିଆ

କଟକ: ରାଜ୍ୟ ସରକାରଙ୍କୁ କଟକ – ବାରବାଟୀ ବିଧାୟକା ସୋଫିଆ ଫିର୍ଦୋଷଙ୍କ ଟାର୍ଗେଟ । ଟାର୍ଗେଟ କରି ବିଧାୟିକା କହିଛନ୍ତି ଯେ କଟକ ସହରକୁ ଅଣଦେଖା କରୁଛନ୍ତି ସରକାର । ମୁଖ୍ୟମନ୍ତ୍ରୀ ଚାହିଁଥିଲେ ହୋଟେଲ ନିର୍ମାଣ ଅନୁମତି ଦେଇପାରିଥାନ୍ତେ । ନୂଆ ସରକାର ଅସ୍ମିତା କଥା କହି କ୍ଷମତାକୁ ଆସିଲେ । କଟକକୁ ଯେତିକି ଗୁରୁତ୍ୱ ଦିଆଯିବା କଥା ଦିଆଯାଉନାହିଁ । ଭିତ୍ତିଭୂମି ଅଭାବ ଯୋଗୁଁ ପର୍ଯ୍ୟଟକ ଆସୁନାହାନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking