27.1 C
Bhubaneswar
Saturday, December 6, 2025
Homeଓଡିଶାଭୁବନେଶ୍ୱରରେ ରାତି ୯ଟା ପରେ ବାଣ ଫୁଟାବନ୍ଦ ବନ୍ଦ: ଡିସିପି

ଭୁବନେଶ୍ୱରରେ ରାତି ୯ଟା ପରେ ବାଣ ଫୁଟାବନ୍ଦ ବନ୍ଦ: ଡିସିପି

ଭୁବନେଶ୍ୱର: ଦୀପାବଳିରେ ଭୁବନେଶ୍ୱରରେ ରାତି ୯ଟା ପରେ ବାଣଫୁଟା ବନ୍ଦ । ଏନେଇ ଭୁବନେଶ୍ୱର ଡିସିପି ଜଗମୋହନ ମୀନା କଡା ନିର୍ଦ୍ଦେଶ ଦେଇଛନ୍ତି ।  ଉଚ୍ଚ ଶବ୍ଦ ସଂପନ୍ନ ବାଣ ଫୁଟାଇଲେ କଡା କାର୍ଯ୍ୟାନୁଷ୍ଠାନ ହେବ । ଗ୍ରୀନ କାକର ଫୁଟାଇବା ପାଇଁ ପୋଲିସ ଅନୁରୋଧ କରିଛି । ମଦ  ପିଇ ଗାଡି ଚଳାଇଲେ ଅଟକ ରହିବେ ଚାଳକ । ଗାଡିକୁ  ଜବତ କରି ନେଇଯିବ ପିସିଆର ଭ୍ୟାନ । ସବୁ ଥାନାରେ ପାଟ୍ରୋଲିଂ ଭ୍ୟାନ  ଆଲର୍ଟ  ପାଇଁ ନିର୍ଦ୍ଦେଶ । ବେଆଇନ  ବାଣ  ବିକିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking