ଭୁବନେଶ୍ୱର: ପୁରୁଣା ମନ୍ଦିରର ସୁରକ୍ଷା ଓ ସଂରକ୍ଷଣ ପାଇଁ ଲୋକ ସେବା ଭବନରେ ଅନୁଷ୍ଠିତ ହୋଇôତଲା ବୈଠକ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ପୂର୍ତ୍ତ ମନ୍ତ୍ରୀ, ସଂସ୍କୃତ ମନ୍ତ୍ରୀ ଓ ଏଏସ୍ଆଇ କର୍ତ୍ତୁପକ୍ଷଙ୍କୁ ନେଇ ହୋଇଥିଲା ବୈଠକ । ୩ ହଜାରରୁ ଅଧିକ ଐତିହାସିକ କୀର୍ତ୍ତିରାଜିର ପୁନରୁଦ୍ଧାର ନିଷ୍ପତ୍ତି ନିଆଯାଇଛି । ଟାସ୍କ ଫୋର୍ସ ଗଠନ ସହିତ ନୂଆ ହେରିଟେଜ ପଲିସି ପାଇଁ ନ୍ଷ୍ପତ୍ତି ନିଆଯାଇଛି । ପ୍ରଥମେ ୭୫ଟି ଐତିହାସିକ ସ୍ଥଳର ପୁନରୁଦ୍ଧାର କରିବ ସଂସ୍କୃତି ବିଭାଗ । ଏନେଇ ବୈଠକ ପରେ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।










