ଭୁବନେଶ୍ୱର: କ୍ରସ ଭୋଟିଂ ଅସନ୍ତୋଷର ପ୍ରତିଫଳନ କହିଲେ ବରିଷ୍ଠ ବିଧାୟକ ବଦ୍ରି ପାତ୍ର । ବାପାଙ୍କ ପ୍ରତି ହୋଇଥିବା ଅବିଚାରକୁ କାର୍ଯ୍ୟରେ କରି ଦେଖାଇଛନ୍ତି । ନୀତି, ଆଦର୍ଶ ଓ ବିଜୁ ଲିଗାସୀ ପାଇଁ କରିଛନ୍ତି ବୋଲି ସେମାନେ କହିଛନ୍ତି । ନିୟମ କହୁଛି କ୍ରସ ଭୋଟିଂ କରୁଥିବା ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା କଥା । କଂଗ୍ରେସ ନେଇ ସାରିଲେଣି । ଆମ ଦଳ କଣ କରୁଛି ଦେଖାଯିବ ।










