17.1 C
Bhubaneswar
Thursday, December 18, 2025
Homeଓଡିଶାଗୁରୁତର ନର୍ସିଂ ଛାତ୍ରୀ ଏମ୍ସ ସ୍ଥାନାନ୍ତର

ଗୁରୁତର ନର୍ସିଂ ଛାତ୍ରୀ ଏମ୍ସ ସ୍ଥାନାନ୍ତର

ନବରଙ୍ଗପୁର: ନିର୍ଯାତନା ସହି ନପାରି ନର୍ସିଂ ଛାତ୍ରୀ ବିଷ ପିଇବା ଘଟଣା । ଅବସ୍ଥା ସଂକଟାପଣ୍ଣ ହେବାରୁ  ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।  ନବରଙ୍ଗପୁର ମେଡିକାଲ ଆଇସିୟୁରୁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଛି ।  ଗୁରୁତର ଛାତ୍ରୀ ଜଣଙ୍କ ରାଇଘର ଥାନା ଅଞ୍ଚଳର, ୧୭ରେ ବିଷ ପିଇଥିଲେ । କିଛି ଆପତ୍ତିଜନକ ଫଟୋ ଭାଇରାଲ ଘଟଣାକୁ ନେଇ ବିଷ ପିଇ ଦେଇଥିଲେ ।  ଭାଇରାଲ କରିଥିବା ଅଭିଯୁକ୍ତ  ଯୁବକକୁ ଜୟପୁର ପୋଲିସ ଗିରଫ କରିଥିଲା ।  ଅଭିଯୁକ୍ତ ଜାମିନରେ ଆସିଛି, ପୋଲିସର ପରବର୍ତ୍ତୀ ପଦକ୍ଷେପ ସ୍ପଷ୍ଟ ହୋଇନି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking