19.1 C
Bhubaneswar
Monday, December 8, 2025
Homeଦେଶ ବିଦେଶଡବଲ ଇଞ୍ଜିନ ସରକାରରେ ଅପରାଧ ବଢିଲା: ଅଳକା ଲାମ୍ବା

ଡବଲ ଇଞ୍ଜିନ ସରକାରରେ ଅପରାଧ ବଢିଲା: ଅଳକା ଲାମ୍ବା

ନୂଆଦିଲ୍ଲୀ:   ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ପ୍ରେସମିଟ କରି  ବର୍ଷିଲେ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ।   କହିଛନ୍ତି,  ପୀଡିତାଙ୍କ ଅଭିଯୋଗ ପରେ ବି ତଦନ୍ତ କଲେନି ।  ଏଚଓଡିଙ୍କୁ ଡାକି ପଚରାଉଚରା କରାଗଲାନି । ୧୧ ଦିନ ଧରି ପୀଡିତା ନ୍ୟାୟ ମାଗିଲେ ।  ଡବଲ ଇଞ୍ଜିନ ସରକାରରେ  ଅପରାଧ ବଢିଲା । କଡା ଦଣ୍ଡବିଧାନ ସତ୍ଵେ ମାମଲା ବଢୁଛି । ୟୁପି , ବିହାର ଭଳି ଘଟଣା ଓଡିଶାରେ ଘଟୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking