21.1 C
Bhubaneswar
Wednesday, December 17, 2025
Homeଓଡିଶାବର୍ଷ ଆରମ୍ଭରୁ ବଢିଲା ଅପରାଧ

ବର୍ଷ ଆରମ୍ଭରୁ ବଢିଲା ଅପରାଧ

ଭୁବନେଶ୍ୱର : ୨୦୨୫ ଜାନୁଆରୀ ଥିଲା ଅପରାଧର ମାସ । ୧୧୧ ହତ୍ୟା , ୨୦ ଡକାୟତି ମାମଲା ରୁଜୁ ହୋଇଛି । ୧୫୦୯ ଚୋରି , ୧୦୧ ଦଙ୍ଗା , ୧୯୪ ସାଇବର ଅପରାଧ । ୭୯ଟି ଯୌନ ନିର୍ଯାତନା ମାମଲା ରୁଜୁ ହୋଇଛି । ବିଧାୟକ ରମେଶ ବେହେରାଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍ତର ରଖିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking