22.1 C
Bhubaneswar
Saturday, March 22, 2025
Homeଓଡିଶାନବ ଦାସ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ର ତନାଘନା

ନବ ଦାସ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ର ତନାଘନା

ଝାରସୁଗୁଡ଼ା: ନବ ଦାସ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ର ତନାଘନା । ଆଜି କ୍ରାଇମ୍‌ସିନ୍‌ରେ ପହଞ୍ଚି ତଦନ୍ତ କରୁଛନ୍ତି କ୍ରାଇମ୍‌ବ୍ରାଞ୍ଚ୍‌ର ନୂଆ ତଦନ୍ତ ଅଧିକାରୀ । ଗତଦୁଇ ଦିନ ଧରି ଝାରସୁଗୁଡ଼ାରେ ତଦନ୍ତ ଚଳାଇଛି କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍ । ନବ ଦାସ ହତ୍ୟାକାଣ୍ଡର ପୁଣି ତଦନ୍ତ କରୁଛି କ୍ରାଇମ୍‌ବ୍ରାଞ୍ଚ୍‌ । ମଙ୍ଗଳବାର ନବ ଦାସଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କ ବୟାନ ରେକର୍ଡ କରାଯାଇଥିଲା । ସେହିପରି ଗତକାଲି ଝାରସୁଗୁଡ଼ା ହସ୍ପିଟାଲ ଓ ବିମାନବନ୍ଦରରେ ପହଞ୍ଚି ପଚରାଉଚରା କରିଛି କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking