19.1 C
Bhubaneswar
Friday, February 13, 2026
Homeଓଡିଶାନିହାରଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

ନିହାରଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଗିରଫ ବୋର୍ଡ ଉପସଭାପତି ନିହାରଙ୍କୁ ଦରକାର ହେଲେ ରିମାଣ୍ଡରେ ନେବୁ କହିଲେ କ୍ରାଇମବ୍ରାଞ୍ଚ ଡିଜି । ଆମେ ସମସ୍ତ ଦିଗକୁ ନେଇ ତଦନ୍ତ କରୁଛୁ, ରିମାଣ୍ଡରେ ଆଣିବୁ । ଭୋପାଳ ଫାର୍ମ ସହ ପାରିବାରିକ ସମ୍ପର୍କ ନେଇ ତଦନ୍ତ ଜାରି ରହିଛି । ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking