କଳାହାଣ୍ଡି: ରେଳଧାରଣାରେ ଫାଟ । କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେ ଷ୍ଟେସନ ରେ ବିଳମ୍ବିତ ରାତ୍ରିରେ ଏକ ଧାରଣାରେ ଫାଟ ଦେଖିବାକୁ ମିଳିଥିଲା । ଷ୍ଟେସନର ଏକ ନମ୍ବର ଲାଇନରେ ରାତିରେ ଏକ ଡବଲ ଡେକର ମାଲଗାଡି ଯିବା ବେଲେ ଏଭଳି ହୋଇଛି । ତେବେ ଭାଗ୍ୟବଶତଃ ମାଲଗାଡିଟି ଦୁର୍ଘଟଣାରୁ ବର୍ତ୍ତିଯାଇଛି । ପରେ ରେଳ ଧାରଣାଟିକୁ ମାରାମତି କରାଯାଇଥିବା ଜଣାପଡିଛି ।