25.1 C
Bhubaneswar
Tuesday, January 13, 2026
Homeଦେଶ ବିଦେଶଆଇସିୟୁ ରେଭର୍ତ୍ତି ହେଲେ ସିପିଆଇଏମ୍‌ ନେତା ସୀତାରାମ ୟୋଚୁରୀ

ଆଇସିୟୁ ରେଭର୍ତ୍ତି ହେଲେ ସିପିଆଇଏମ୍‌ ନେତା ସୀତାରାମ ୟୋଚୁରୀ

ନୂଆଦିଲ୍ଲୀ : ଆଇସିୟୁ ରେଭର୍ତ୍ତି ହେଲେ ସିପିଆଇଏମ୍‌ ନେତା ସୀତାରାମ ୟୋଚୁରୀ। ହଠାତ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ତାଙ୍କୁ ତୁରନ୍ତ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ, ପୂର୍ବରୁ ତାଙ୍କୁ ଏମର୍ଜେନ୍ସି ୱାର୍ଡରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଆଇସିୟୁକୁ ସିଫ୍ଟ କରାଯାଇଛି। ସୂଚନା ମୁତାବକ, ସୀତାରାମ ୟେଚୁରୀଙ୍କୁ ଗତକାଲି ସନ୍ଧ୍ୟାରେ ଡାକ୍ତରଖାନାର ଏମରଜେନ୍ସି ଓ୍ୱାର୍ଡରେ ଭର୍ତ୍ତି କରାଯାଇଥିଲା। ତେବେ ହସ୍ପିଟାଲ ତରଫରୁ ତାଙ୍କ ଅସୁସ୍ଥତାର ପ୍ରକୃତ କାରଣ ବିଷୟରେ କୌଣସି ସୂଚନା ମିଳିନାହିଁ।ସିପିଆଇ (ଏମ୍) ସୂତ୍ରରୁ ପ୍ରକାଶ ଯେ ୭୨ ବର୍ଷୀୟ ସୀତାରାମ ନିମୋନିଆରେ ଆକ୍ରନ୍ତ ହୋଇଛନ୍ତି। ଏଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତକଙ୍କ ଅବସ୍ଥା ସ୍ଥିର ରହିଛି। ନିକଟରେ ସିପିଏମ୍ ନେତା ମୋତିଆବିନ୍ଦୁର ମଧ୍ୟ ଅସ୍ତ୍ରୋପଚାର କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking