29.1 C
Bhubaneswar
Friday, June 27, 2025
Homeଦେଶ ବିଦେଶ୨୮ରେ କୋଭିଡ ବୈଠକ

୨୮ରେ କୋଭିଡ ବୈଠକ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବସିବ ସମୀକ୍ଷା ବୈଠକ । ସମସ୍ତ ରାଜ୍ୟ ସହ ଆଲୋଚନା କରିବେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । କୋଭିଡ , ନିପା, ଇନଫ୍ଲୁଏଞ୍ଜା ପରି  ଭୂତାଣୁ ନେଇ ସମୀକ୍ଷା ହେବ । ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଏବେ ସାରା ଦେଶରେ ୨୫୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସ୍ଥିତିକୁ   ଆଗରେ ରଖି ନୂଆ ଗାଇଡଲାଇନ ଆଣିପାରନ୍ତି କେନ୍ଦ୍ର ସରକାର । ଏ ସଂପର୍କରେ ଆସନ୍ତା ୨୮ ତାରିଖରେ ଆଲୋଚନା ହୋଇପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking