28.1 C
Bhubaneswar
Wednesday, June 18, 2025
Homeଓଡିଶାକୋଭିଡ: ବ୍ୟସ୍ତ ହୁଅନ୍ତୁନି, ଭିଡକୁ ନଗଲେ ଭଲ

କୋଭିଡ: ବ୍ୟସ୍ତ ହୁଅନ୍ତୁନି, ଭିଡକୁ ନଗଲେ ଭଲ

ପୁରୀ: ରଥଯାତ୍ରା ସମନ୍ୱୟ ବୈଠକ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । କହିଛନ୍ତି, କୋଭିଡ ପାଇଁ ବ୍ୟସ୍ତ ହେବାର ନାହିଁ ।  ଲୋ- ଭାରିଆଣ୍ଟକୋଭିଡ ଭୂତାଣୁ ଆସିଛି । ଥଣ୍ଡା, କାଶ ଲକ୍ଷଣ ଥିଲେ ଭିଡକୁ ନଗଲେ ଭଲ । ଗୁରୁତର ରୋଗ ଥିଲେ ଗହଳି ସ୍ଥାନକୁ ଯାଆନ୍ତୁନି ।  ମାସ୍କ ବାଧ୍ୟତାମୂଳକ ନୁହେଁ, ବ୍ୟବହାର କଲେ ଭଲ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking