34.1 C
Bhubaneswar
Friday, March 20, 2026
Homeଓଡିଶା୧୮ରୁ ବୁଲା କୁକୁର ଗଣନା

୧୮ରୁ ବୁଲା କୁକୁର ଗଣନା

ଭୁବନେଶ୍ୱର: ଆସନ୍ତା ୧୮ରୁ ବୁଲା କୁକୁର ଗଣନା କରିବ ବିଏମ୍‌ସି। ୧୭ ପରିବର୍ତ୍ତେ ୧୮ରୁ ୨୫ ଯାଏଁ ବୁଲା କୁକୁର ଗଣନା କରାଯିବ। ୧୭ରେ ‘ଏକ୍‌ ପେଡ୍‌ ମା କେ ନାମ୍‌’ କାର୍ଯ୍ୟକ୍ରମ ଥିବାରୁ ୧୮କୁ ଘୁଞ୍ଚିଲା କୁକୁର ଗଣନା। ପୂର୍ବରୁ ୧୭ରେ ବୁଲା କୁକୁର ଗଣିବାକୁ ତାରିଖ ଧାର୍ଯ୍ୟ କରାଯାଇଥିଲା। ଏବେ ବିଏମ୍‌ସି ଏକ ନୋଟିସ୍ ଜାରି କୁକୁର ଗଣନାକୁ ଗୋଟିଏ ଦିନ ଘୁଞ୍ଚାଇଛି । ୧୮ରୁ ତାରିଖରୁ ୬୭ଟି  ୱାର୍ଡରେ କୁକୁର ଗଣନା କାର୍ଯ୍ୟ ଚାଲିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking