କଳାହାଣ୍ଡି: ଗିରଫ ହେଲେ ଦୁର୍ନୀତିଖୋର ନିଲମ୍ବିତ ପିଇଓ । ନିଲମ୍ବିତ ପିଇଓ ଦେବାନନ୍ଦ ସାଗରଙ୍କୁ ଗିରଫ କରିଛି ଭିଜିଲାନ୍ସ । ସରକାରୀ ଅର୍ଥକୁ ଆତ୍ମସାତ କରି ବେଟିଂ ଆପରେ ଲଗାଇଥିଲେ । ୩ କୋଟିରୁ ଉଦ୍ଧ୍ୱ ସରକାରୀ ଟଙ୍କା ହଡପ ଅଭିଯୋଗରେ ଗିରଫ କରାଯାଇଛି । ଥୁଆମୂଳ ରାମପୁର ବ୍ଲକର ୨ଟି ପଌଶଗ୍ଧ;୍ଚାୟତରୁ କରିଥିଲେର୍ର୍ ଆତ୍ମସାତ । ୨୦୨୨ରେ ଭିଜିଲାନ୍ସ ଜାଲରେ ପଡି ନିଲମ୍ବିତ ହୋଇଥିଲେ ।