28.1 C
Bhubaneswar
Friday, July 11, 2025
Homeଓଡିଶାରାଜ୍ୟରେ  ୧୨ଟି  ଜିଲ୍ଲାରେ  କରୋନା ଆକ୍ରାନ୍ତ ଚିହ୍ନଟ 

ରାଜ୍ୟରେ  ୧୨ଟି  ଜିଲ୍ଲାରେ  କରୋନା ଆକ୍ରାନ୍ତ ଚିହ୍ନଟ 

ଭୁବନେଶ୍ୱର: ରାଜ୍ୟରେ  ୧୨ଟି  ଜିଲ୍ଲାରେ  କରୋନା ଆକ୍ରାନ୍ତ ଚିହ୍ନଟ  । କାଲି ସୁଦ୍ଧା  ୫୬  ଆକ୍ରାନ୍ତଙ୍କ ମଧ୍ୟରୁ  ଖୋର୍ଧାରୁ ସର୍ବାଧିକ  ୨୩ ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି ।  କଟକ ଜିଲ୍ଲାରେ ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ସେହି ପରି ଅନୁଗୁଳ, ବରଗଡ, କନ୍ଧମାଳ, ଗଞ୍ଜାନ, ସୋନପୁରରେ ବି ଚିହ୍ନଟ ହୋଇଛନ୍ତି ।  ବାଲେଶ୍ୱର, ଜଗତସିଂହପୁର , ସୁନ୍ଦରଗଡ, କେନ୍ଦୁଝର, ପୁରୀରେ ବି କରୋନା ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking