21.1 C
Bhubaneswar
Friday, February 6, 2026
Homeଓଡିଶାଭିଜିଲାନ୍ସ ଜାଲରେ ସମବାୟ ସମିତି ସଂପାଦକ

ଭିଜିଲାନ୍ସ ଜାଲରେ ସମବାୟ ସମିତି ସଂପାଦକ

ବାଲେଶ୍ୱର: ଭିଜିଲାନ୍ସ ଜାଲରେ ମହୁ ପ୍ରାଥମିକ କୃଷି ସମିତି ସଂପାଦକ ।  ଲାଞ୍ଚ ନେବା ବେଳେ ସଂପାଦକ ଧୀରେନ୍ଦ୍ର  ମହାନ୍ତିଙ୍କୁ  ଧରିଲା ଭିଜିଲାନ୍ସ । ଋଣ କରାଇଦେବାକୁ  ୧୦ ହଜାର ଲାଞ୍ଚ ନେବା ବେଳେ ଧରାପଡିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking