25.1 C
Bhubaneswar
Monday, March 16, 2026
Homeଓଡିଶାଉପାସନାଙ୍କ ଭୋଟକୁ ନେଇ ବିବାଦ

ଉପାସନାଙ୍କ ଭୋଟକୁ ନେଇ ବିବାଦ

ଭୁବନେଶ୍ୱର: ଉପାସନା ମହାପାତ୍ରଙ୍କ ଭୋଟକୁ ନେଇ ବିବାଦ । ବାଲଟ ପେପରରେ ଓଭର ରାଇଟିଂ ପାଇଁ ଦ୍ୱିତୀୟ ବାଲଟ ମାଗିଲେ । ଏନେଇ ବିରୋଧ କଲେ ବିଜେଡି , କଂଗ୍ରେସ ଏଜେଣ୍ଟ । ମତଦାନ କିଛି ସମୟ ପାଇଁ ସ୍ଥଗିତ ରହିଛି । ପରବର୍ତ୍ତୀ ସମୟରେ ଭୋଟ ଦେଇ ଫେରିଛନ୍ତି ଉପାସନା । ସ୍ଥିତି ସ୍ୱାଭାବିକ ରହିଛି । ତେବେ ଚତୁର୍ଥ ସିଟ କାହାର ହେବ କିଏ ବାଜିମାତ ମାରିବ ତାକୁ ଦେଖିବାକୁ ଅପେକ୍ଷା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking