34.2 C
Bhubaneswar
Friday, May 16, 2025
Homeଦେଶ ବିଦେଶଦୀଘାରେ ହଟିନି ବିବାଦୀୟ ‘ଜଗନ୍ନାଥ ଧାମ’ ନାମ

ଦୀଘାରେ ହଟିନି ବିବାଦୀୟ ‘ଜଗନ୍ନାଥ ଧାମ’ ନାମ

ପଶ୍ଚିମବଙ୍ଗ: ଦୀଘାରେ ହଟିନି ବିବାଦୀୟ ‘ଜଗନ୍ନାଥ ଧାମ’ ନାମ । ଗୋଟିଏ ନାମଫଳକରୁ ହଟିଛି ମାତ୍ର ୱେବସାଇଟରେ ରହିଛି । ୱେବସାଇଟରେ ସ୍ପଷ୍ଟ ଭାବେ ଲେଖା ଯାଇଛି ‘ଜଗନ୍ନାଥ ଧାମ’ ଦୀଘା । ଅନ୍ୟପଟେ,  ଦୀଘା ଜଗନ୍ନାଥ ଧାମ ନାମକରଣ ବିବାଦ ନେଇ ଆଇନ ମନ୍ତ୍ରୀ ଚେତାବନୀ ଦେଇଛନ୍ତି । କହିଛନ୍ତି, ଦରକାର ପଡିଲେ ଆମେ ଆଇନର ଆଶ୍ରୟ ନେବୁ । ଧାମ ଶବ୍ଦର ନାଁ କେବଳ ୪ଟି ସ୍ଥାନ ସହ ଜଡିତ । ଅନ୍ୟ କୌଣସି ସ୍ଥାନକୁ ଧାମ କୁହାଯାଇପାରିବ ନାହିଁ । ସେହିପରି ଦୀଘା ବେଳାଭୁମିକୁ ମହୋଦଧି କହିବାକୁ ବିରୋଧ କରୁଛୁ । ଏନେଇ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖିବେ ରାଜ୍ୟ ସରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking