29.1 C
Bhubaneswar
Sunday, July 13, 2025
Homeଓଡିଶାନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ: କନଷ୍ଟେବଳ ଗିରଫ

ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ: କନଷ୍ଟେବଳ ଗିରଫ

ସମ୍ବଲପୁର: ପୁଣି ଖାକିରେ କଳା ଦାଗ ।  ସମ୍ବଲପୁରରେ ଜଣେ ପୋଲିସ କର୍ମଚାରୀ ନାବାଳିକାଙ୍କୁ  ଦୁଷ୍କର୍ମ  ଉଦ୍ୟମ  କରିଥିବା  ନେଇ ସାଙ୍ଘାତିକ ଅଭିଯୋଗ ହୋଇଛି ।  ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ  କନେଷ୍ଟବଳଙ୍କୁ ଗିରଫ କରିଚି ସମ୍ବଲପୁର ପୋଲିସ ।  ବରେଇପାଲି ଥାନାରେ କାଯ୍ୟରତ  କନେଷ୍ଟବଳ  ବିରଞ୍ଚି  ମୁଣ୍ଡାଙ୍କୁ ଗିରଫ  କରାଯାଇଛି ।   ସମ୍ପର୍କୀୟ ଭାଣିଜୀଙ୍କୁ   ଦୁଷ୍କର୍ମ  ଉଦ୍ୟମ କରିଥିବା ଅଭିଯୋଗରେ କନଷ୍ଟେବଳକୁ ଗିରଫ କରାଯାଇଥିବା ନେଇ  ସମ୍ବଲପୁର ପୋଲିସ  ସୂଚନା ଦେଇଛି ।  ବିରଞ୍ଚି ମୁଣ୍ଡାଙ୍କ ବିରୁଦ୍ଧରେ  ଦୃଢ କାଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି ।   ସେପଟେ ଦୁଷ୍କର୍ମ ଉଦ୍ୟମ  କରିଥିବା ପୋଲିସ କର୍ମଚାରୀଙ୍କ ଡାକ୍ତରୀ ପରୀକ୍ଷା ପରେ ସମ୍ବଲପୁର ଜେଲ ହାଜତକୁ ପଠାଇ ଦିଆଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking