35.1 C
Bhubaneswar
Sunday, March 30, 2025
Homeଓଡିଶାଗୃହ ଅଚଳାବସ୍ଥା ପାଇଁ ଷଡଯନ୍ତ୍ର: ପୃଥ୍ୱୀରାଜ

ଗୃହ ଅଚଳାବସ୍ଥା ପାଇଁ ଷଡଯନ୍ତ୍ର: ପୃଥ୍ୱୀରାଜ

ଭୁବନେଶ୍ୱର: ଗୃହରେ ଅଚଳାବସ୍ଥା ନେଇ ବିଜେପିର ପ୍ରେସମିଟ୍ କରିଛି । ପ୍ରେସମିଟ୍‌ରେ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ଗୃହକୁ ଷଡଯନ୍ତ୍ର କରି ବନ୍ଦ କରାଯାଉଛି । ରାଜନୈତିକ ଉଦ୍ଦେଶ୍ୟରେ ଡ୍ରାମା ଚାଲିଛି । ସ୍ଥିତି ବଞ୍ଚାଇବାକୁ କଂଗ୍ରେସର ନାଟକ । ବିଧାନସଭା ଅଚଳ କରିବାକୁ ଦିଲ୍ଲୀରୁ ନିର୍ଦ୍ଦେଶ ଆସିଛି । ବିଧାନସଭାରେ ଘଣ୍ଟ ବଜାଇବା ଅପରାଧ । ମହିଳାଙ୍କ ସୁରକ୍ଷା ପାଇଁ ମୋହନ ସରକାର ସଜାଗ ଅଛନ୍ତି । ବିଶୃଙ୍ଖଳା କରି ବିଧାନସଭାର ସମୟ ନଷ୍ଟ କରିବାକୁ ଉଦ୍ୟମ ହେଉଛି । ଗତ ସରକାର ଭଳି ତଥ୍ୟ ଲୁଚାଇବୁନି, ସବୁ ତଥ୍ୟ ଦେବୁ । କଂଗ୍ରେସକୁ ଘଣ୍ଟ ଘୋଡାଉଛି ବିଜେଡି । ସାଙ୍ଗ ହୋଇ ଗୃହ ଅଚଳ କରୁଛନ୍ତି । ଗୃହ ଚାଲିବାକୁ କୋଟିଏ ଟଙ୍କା ଖର୍ଚ୍ଚ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking