14.1 C
Bhubaneswar
Thursday, January 15, 2026
Homeଓଡିଶାକଂଗ୍ରେସର ଦୋମୁହାଁ ନୀତି: ବିଜେପି

କଂଗ୍ରେସର ଦୋମୁହାଁ ନୀତି: ବିଜେପି

ଭୁବନେଶ୍ୱର: କିଟ୍ ରେ ନେପାଳ ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗ । କଂଗ୍ରେସକୁ ଟାର୍ଗେଟ କଲେ ବିଜେପି ବିଧାୟକ ବାବୁ ସିଂ । କଂଗ୍ରେସ ଦୋମୁହାଁ ନୀତି ଅବଲମ୍ବନ କରୁଛି । ପଦାରେ ପଡିଛି କଂଗ୍ରେସର ଦୋମୁହାଁ ନୀତି । ବାଙ୍କୀର ପୂର୍ବତନ ବିଧାୟକ କିଟ୍ କୁ ସୁରକ୍ଷା ଦେଉଛନ୍ତି । କଂଗ୍ରେସ ନେତା କିଟ୍ ପାଇଁ ଓକିଲାତି କରୁଛନ୍ତି । ଅଚ୍ୟୁତଙ୍କୁ ବୁଦ୍ଧଙ୍କ ସହ ସମାନ ବୋଲି କହୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking