21.1 C
Bhubaneswar
Sunday, December 21, 2025
Homeଓଡିଶା୨୬ରେ କଂଗ୍ରେସର ଜନ ଜାଗରଣ ଆନ୍ଦୋଳନ

୨୬ରେ କଂଗ୍ରେସର ଜନ ଜାଗରଣ ଆନ୍ଦୋଳନ

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ଜନ ଜାଗରଣ ଆନ୍ଦୋଳନ କରିବ କଂଗ୍ରେସ । ଏନେଇ ସୂଚନା ଦେଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ସୂଚନା ଦେଇ ସେ କହିଛନ୍ତି ଯେ ଟାଟା ପାୱାରର ମନମାନି ବିରୋଧରେ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ । ଟାଟା ପାୱାରକୁ ଓଡିଶାରୁ ବିଦା କରିବା ପର୍ଯ୍ୟନ୍ତ କଂଗ୍ରେସ ଆନ୍ଦୋଳନ କରିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking