ଭୁବନେଶ୍ୱର: ଭୂପେଶ ବଘେଲଙ୍କୁ ସାଂସଦ ବିଶ୍ୱେଶ୍ୱର ଟୁଡୁ ଟାର୍ଗେଟ କରିଛନ୍ତି । କହିଛନ୍ତି, କଂଗ୍ରେସ ପାଖରେ ପ୍ରସଙ୍ଗ ନାହିଁ । ରାଜନୈତିକ ରଙ୍ଗ ଦେବାକୁ ଚେଷ୍ଟା କରୁଛନ୍ତି । ମହାନଦୀ ପ୍ରସ୍ତାବ ଆଗରୁ ଦେଇଥିଲେ ଭଲହୁଅନ୍ତା । ହୁଏତ ଆଗରୁ କହିଥିଲେ ସମାଧାନ ହୋଇସାରିଥାନ୍ତା ।