16.1 C
Bhubaneswar
Saturday, December 6, 2025
Homeଓଡିଶାଆସନ୍ତା ୨ରେ କଂଗ୍ରେସର ବର୍ଷବ୍ୟାପୀ ‘ଗାନ୍ଧୀ ପଥେ ଓଡିଶା’ ପଦଯାତ୍ରା

ଆସନ୍ତା ୨ରେ କଂଗ୍ରେସର ବର୍ଷବ୍ୟାପୀ ‘ଗାନ୍ଧୀ ପଥେ ଓଡିଶା’ ପଦଯାତ୍ରା

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୨ ତାରିଖରୁ ରାଜ୍ୟ କଂଗ୍ରେସର ବର୍ଷବ୍ୟାପୀ ‘ଗାନ୍ଧୀ ପଥେ ଓଡିଶା’ ପଦଯାତ୍ରା ମାଲକାନଗିରି ମୋଟୁଠାରୁ ଆରମ୍ଭ ହେବ ।  ୩ ତାରିଖରେ ମଧ୍ୟ  ଏହି ପଦଯାତ୍ରା ଜାରି ହେବ ।  ଏହି ପଦଯାତ୍ରାରେ ଦଳର ବରିଷ୍ଠ ନେତୃବର୍ଗ ଓ କର୍ମୀ ସାମିଲ ହେବେ । ନାରୀ ନ୍ୟାୟ ଓ ନାଗରିକଙ୍କ ଅଧିକାର ସହ ବିଜେପିର ଡବଲ ଇଞ୍ଜିନ ସରକାରର କୁଶାସନ ବିରୋଧରେ ଏହି ପଦଯାତ୍ରା ଅନୁଷ୍ଠିତ ଅନୁଷ୍ଠିତ ହେଉଥିବା କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି ।  ପିସିସି ମିଡିଆ ସେଲ ଅଧ୍ୟକ୍ଷ  ଅରବିନ୍ଦ ଦାସ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ ଏବେ ଦେଶବ୍ୟାପୀ ଏଆଇସିସି ପକ୍ଷରୁ ଭୋଟ ଚୋର ଗାଦି ଛାଡ ଦସ୍ତଖତ ଅଭିଯାନ ଜାରି ରହିଛି ।  ଆସନ୍ତା ମାସ ୧୨ ତାରିଖରେ ଏହି ଅଭିଯାନ ଶେଷ ହେବାକୁ ଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking