21.1 C
Bhubaneswar
Thursday, December 18, 2025
Homeଓଡିଶାକଂଗ୍ରେସର ହଟ୍ଟଗୋଳ, ଗୃହ ମୁଲତବି

କଂଗ୍ରେସର ହଟ୍ଟଗୋଳ, ଗୃହ ମୁଲତବି

ଭୁବନେଶ୍ୱର : ପୋଲାଭରମ ପ୍ରସଙ୍ଗରେ କଂଗ୍ରେସର ହଟ୍ଟଗୋଳ । ଗୃହ ମଧ୍ୟଭାଗରେ କଂଗ୍ରେସ ସଦସ୍ୟଙ୍କ ନାରାବାଜି । ବାଚସ୍ପତିଙ୍କ ମାଇକ ଟାଣିଲେ ତାରାପ୍ରସାଦ ବାହିନୀପତି । ରିପୋଟର୍ସ ଟବେୁଲରେ ଚଢିଲେ ରାମଚନ୍ଦ୍ର କାଡାମ । ହଟ୍ଟଗୋଳ ଯୋଗୁଁ ଗୃହ ୧୫ ମିନିଟ ପାଇଁ ମୁଲତବି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking