20.1 C
Bhubaneswar
Sunday, February 15, 2026
Homeଦେଶ ବିଦେଶଆଜି କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ

ଆଜି କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ

ନୂଆଦିଲ୍ଲୀ: ଆଜି ବସିବ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ। ଏହି ବୈଠକରେ ହରିୟାଣା, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପ୍ରସଙ୍ଗରେ ହେବ ଆଲୋଚନା । ତିନି ରାଜ୍ୟରେ ଦଳର ପ୍ରଦର୍ଶନ ନେଇ କରାଯିବ ସମୀକ୍ଷା। ଏହା ସହ ଶୀତକାଳୀନ ଅଧିବେଶନରେ କେନ୍ଦ୍ର ସରକାରଙ୍କୁ ଆଦାନୀ ପ୍ରସଙ୍ଗ ନେଇ ଟାର୍ଗେଟ କରିବା ରଣନୀତି ନେଇ ବି ଆଲୋଚନା ହେବ। ବୈଠକରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ସାଂସଦ ପ୍ରିୟଙ୍କା ଗାନ୍ଧି ପ୍ରମୁଖ ସାମିଲ ହେବେ । ଆସନ୍ତା ବର୍ଷ ହେବାକୁ ଥିବା ବିହାର ଓ ଦିଲ୍ଲୀ ବିଧାନସଭା ନିର୍ବାଚନ ରଣନୀତି ସମ୍ପର୍କରେ ମଧ୍ଯ ବୈଠକରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking