27.1 C
Bhubaneswar
Thursday, December 11, 2025
Homeଓଡିଶାକଂଗ୍ରେସ କର୍ମୀ – ପୋଲିସ ଧସ୍ତାଧସ୍ତି

କଂଗ୍ରେସ କର୍ମୀ – ପୋଲିସ ଧସ୍ତାଧସ୍ତି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି । କଂଗ୍ରେସ କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ଆନ୍ଦୋଳନକାରୀଙ୍କୁ ଉଠାଇ ନେଲା ପୋଲିସ ।  ଅନ୍ୟପଟେ ପୁରୀରେ କଂଗ୍ରେସ ବନ୍ଦ ପାଳନ କରି ଟ୍ରେନ ଅଟକାଇବା ଲାଗି ଟ୍ରେନ ଟ୍ରାକକୁ ଡେିଁଲେ ଆନ୍ଦୋଳନକାରୀ । ସୂଚନାଯୋଗ୍ୟ, ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଓ ମୃତ୍ୟୁ ଘଟଣାରେ ଆଜି ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ପୀଡିତାଙ୍କୁ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ଅଖ, ଚକ ବନ୍ଦ କରିଛି କଂଗ୍ରେସ । ଏଥିରେ ୮ଟି ରାଜନୈତିକ ଦଳ ମଧ୍ୟ ସାମିଲ ହୋଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking