22.1 C
Bhubaneswar
Wednesday, December 10, 2025
Homeଓଡିଶା୧୦ରେ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ

୧୦ରେ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ

ଭୁବନେଶ୍ୱର : ରାଜ୍ୟରେ ବିପଯ୍ୟସ୍ତ ଆଇନ ଶୃଙ୍ଖଳା  ପରିସ୍ଥିତିକୁ ନେଇ ଆସନ୍ତା ୧୦ ତାରିଖରେ ବିକ୍ଷୋଭ କରିବ କଂଗ୍ରେସ । ସମସ୍ତ ଜିଲ୍ଲାରେ ଜିଲାପାଳ କାଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବ । ଓଡିଶା ପ୍ରଦେଶ କଂଗ୍ରେସ ସଭଆପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶରେ ରାଜ୍ୟରେ ବଢୁି ଚାଲିଥିବା ନାରୀ ନିଯ୍ୟାତନା , ଦୁଷ୍କର୍ମ ଏବଂ ଅତ୍ୟାଚାର ବିରୋଧରେ ଏହି ପ୍ରତିବାଦ କରାଯିବ  ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଂଗ୍ରେସ ନେତା ନବ ଜ୍ୟୋତି ପଟ୍ଟନାୟକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking