33.1 C
Bhubaneswar
Monday, April 21, 2025
Homeଓଡିଶାକଂଗ୍ରେସ ଚିଠା ଖୋଲିବୁ: ମନମୋହନ

କଂଗ୍ରେସ ଚିଠା ଖୋଲିବୁ: ମନମୋହନ

ଭୁବନେଶ୍ୱର: ପିସିସି ସଭାପତି ଭକ୍ତ ଦାସଙ୍କୁ ବିଜେପି  ସଭାପତି ମନମୋହନ ଜବାବ ଦେଇଛନ୍ତି । ଆମ୍ବେଦକରଙ୍କ ପ୍ରସଙ୍ଗରେ ଭକ୍ତଙ୍କୁ ଜବାବ ରଖିଛନ୍ତି ମନମୋହନ ସାମଲ । ବିଜେଡି ଓ କଂଗ୍ରେସର ଚିଠା ଖୋଲିବ ବିଜେପି । ଆମ୍ବେଦକରଙ୍କ  ଜୀବନୀ ଓ ନେହେରୁ କଣ ବ୍ୟବହାର କରିଥିଲେ ଜଣାଯିବ । ଆମ୍ବେଦକରଙ୍କ ମୃତ୍ୟୁ ପରେ କଂଗ୍ରେସ କେମିତି ବ୍ୟବହାର କରୁଥିଲା । ୧୫ ଦିନ ଧରି ଏସବୁ ବିଷୟ ଚର୍ଚ୍ଚା ଓ ଆଲୋଚନା କରିବ ବିଜେପି । ବିଭିନ୍ନ ସ୍ଥାନରେ ତୃଣମୂଳସ୍ତରରୁ ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେବ । ଆମ୍ବେଦକର ଜୟନ୍ତୀରେ ରାହୁଲ ଗାନ୍ଧି ଦେଶକୁ ଉଜାଗର କରିଛନ୍ତି କହିଥିଲେ ଭକ୍ତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking