25.1 C
Bhubaneswar
Saturday, December 6, 2025
Homeଓଡିଶାକାଲି ଦିଲ୍ଲୀରେ କଂଗ୍ରେସ ଓଡ଼ିଶା ପାଇଁ ବୈଠକ: ଭକ୍ତ ଦାସ

କାଲି ଦିଲ୍ଲୀରେ କଂଗ୍ରେସ ଓଡ଼ିଶା ପାଇଁ ବୈଠକ: ଭକ୍ତ ଦାସ

ଭୁବନେଶ୍ୱର: ଆସନ୍ତାକାଲି ଓଡିଶା  କଂଗ୍ରେସ ପାଇଁ  ଦିଲ୍ଲୀରେ  ବଡ ବୈଠକ ହେବ ।  ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ହେବ ବୈଠକ । ବୈଠକରେ  ଯୋଗଦେବେ ପିସିସି ସଭାପତି ଭକ୍ତ ଦାସ । ଅଜୟ ଲଲୁ ଓ ରାମଚନ୍ଦ୍ର କାଡାମ  ମଧ୍ୟ ସାମିଲ ହେବେ । ସଙ୍ଗଠନ  ସୃଜନର ୩୫ ଜଣ ସଦସ୍ୟ ମଧ୍ୟ ସାମିଲ ହେବେ । ଦିଲ୍ଲୀରୁ ଆସିଲା ପରେ ଜିଲ୍ଲା ସଭାପତି  ଚୟନ ହେବ । ଏନେଇ ସୂଚନା ଦେଲେ  ପିସିସି  ସଭାପତି ଭକ୍ତଦାସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking