14.1 C
Bhubaneswar
Saturday, December 13, 2025
Homeଓଡିଶା୪ରେ ରାଜ୍ୟ ନିର୍ବାଚନ କମିଶନ ଘେରିବ କଂଗ୍ରେସ

୪ରେ ରାଜ୍ୟ ନିର୍ବାଚନ କମିଶନ ଘେରିବ କଂଗ୍ରେସ

ଭୁବନେଶ୍ୱର: ଆସନ୍ତା ୪ରେ  ରାଜ୍ୟ ନିର୍ବାଚନ କମିଶନ ଆଗରେ ଧାରଣା ଦେବ କଂଗ୍ରେସ । ଭୋଟ ଚୋରି ଅଭିଯୋଗରେ  କଂଗ୍ରେସର ପିଏସି ବୈଠକରେ  ନିଷ୍ପତ୍ତି ନିଆଯାଇଛି । କଂଗ୍ରେସ ଭବନରୁ ବାହାରି ନିର୍ୱାଚନ କମିଶନ ଯାଏଁ ପଦଯାତ୍ରାରେ ଯିବେ । ଏନେଇ ସୂଚନା ଦେଲେ ରାଜ୍ୟ ପ୍ରଭାରୀ ଅଜୟ ଲଲୁ ଓ ପିସିସି ସଭାପତି ଭକ୍ତ ଦାସ । ସୂଚନା ଥାଉକି, ଆଜି ସକାଳେ କଂଗ୍ରେସ ଭବନରେ ରାଜନୈତିକ ବ୍ୟାପାର କମିଟି ବୈଠକ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲୁଙ୍କ ଅଧ୍ୟକ୍ଷତାରେ ବସିଥିଲା ।  ବୈଠକରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମେତ  କମିଟି ସଦସ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking