23.1 C
Bhubaneswar
Sunday, February 8, 2026
Homeଓଡିଶାଡିଜି ଅଫିସ ଘେରାଉ କଲା କଂଗ୍ରେସ

ଡିଜି ଅଫିସ ଘେରାଉ କଲା କଂଗ୍ରେସ

ଭୁବନେଶ୍ୱର:  ଆଜି ଡିଜି ଅଫିସ ଘେରାଉ  କରିଛି  କଂଗ୍ରେସ । ବଳଙ୍ଗା ପୀଡିତାଙ୍କୁ ନ୍ୟାୟ ଦାବିରେ ଘେରାଉ କରିଛି ।  ୨ ଦିନ ନାରୀ ନ୍ୟାୟ ପଦଯାତ୍ରା କରିବ କଂଗ୍ରେସ । ୧୦ରେ ବଳଙ୍ଗା ପୀଡିତାଙ୍କ ପାଇଁ ନାରୀ ନ୍ୟାୟ ପଦଯାତ୍ରା ହେବ । ୧୪ରେ ସୌମ୍ୟାଶ୍ରୀଙ୍କ ପାଇଁ  ଏଫଏମ କଲେଜରୁ ପଦଯାତ୍ରା ହେବ । କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ଅରବିନ୍ଦ ଦାସ ଏନେଇ ସୂଚନା ଦେଇଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking