28.1 C
Bhubaneswar
Friday, September 20, 2024
Homeଓଡିଶାକେନ୍ଦ୍ର ବିରୋଧରେ କଂଗ୍ରେସର ଗର୍ଜନ

କେନ୍ଦ୍ର ବିରୋଧରେ କଂଗ୍ରେସର ଗର୍ଜନ

ଭୁବନେଶ୍ୱ: ରାଜଧାନୀ ଭୁବନେଶ୍ୱରରେ ପୁଣି ପୁଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ରାହୁଲ ଗାନ୍ଧୀଙ୍କ ନାମରେ କିଛି ବିଜେପି ନେତା ଦେଇଥିବା ମନ୍ତବ୍ୟକୁ ବିରୋଧ କରି ଆଜି କଂଗ୍ରେସ କର୍ମୀମାନେ ଏକ ଶୋଭାଯାତ୍ରାରେ ଆସି ଖାରବେଳନଗର ଥାନାରେ ଏତଲା ଦେବାର କାର୍ଯ୍ୟକ୍ରମ ରହିଥିଲା । ତେବେ ଶୋଭାଯାତ୍ରାରେ ଗଲାବେଳେ ପୁଲିସ ସମ୍ପୃକ୍ତ କଂଗ୍ରେସ କର୍ମୀଙ୍କୁ ଅଟକାଇଥିଲା । ଏହି ଅବସରରେ କଂଗ୍ରେସ କର୍ମୀମାନେ ବ୍ୟାରିକେଡ ଟପିବାକୁ ଉଦ୍ୟମ କରିବାକୁ ଚେଷ୍ଟା କରିଥିଲେ । ଫଳରେ ପୁଲିସ ସେମାନଙ୍କୁ ଅଟକାଇବାରୁ ଧସ୍ତାଧସ୍ତି ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking