19.1 C
Bhubaneswar
Sunday, February 8, 2026
Homeଓଡିଶାକିଟ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ  

କିଟ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ  

ଭୁବନେଶ୍ୱର : କିଟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲାରେ ନ୍ୟାୟ ଦାବିରେ ଗେଟ ଆଗରେ କଂଗ୍ରେସ ବିକ୍ଷୋଭ  କରିଛି । ଅଚ୍ୟୁତ ସାମନ୍ତଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ବିକ୍ଷୋଭକାରୀ । କିଟ ଭିତରକୁ ପ୍ରବେଶ ଉଦ୍ୟମ ବେଳେ ଧସ୍ତାଧସ୍ତି  ହୋଇଛନ୍ତି । କଂଗ୍ରେସକର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି  ହୋଇଛନ୍ତି । କିଟ ଅଘଟଣକୁ ନେଇ ସରକାରଙ୍କୁ  କଂଗ୍ରେସ ଘେରିଛି । କିଟ ମାମଲାରେ ସରକାରଙ୍କ ଭୂମିକା ସନ୍ଦେହ ଜନକ ଅଟେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking