27.1 C
Bhubaneswar
Friday, October 18, 2024
Homeଓଡିଶାରାଜ୍ୟପାଳଙ୍କୁ କଂଗ୍ରେସର ବିରୋଧ

ରାଜ୍ୟପାଳଙ୍କୁ କଂଗ୍ରେସର ବିରୋଧ

ଭୁବନେଶ୍ୱର : ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡମାରିବା ପ୍ରସଙ୍ଗ । ଗୃବରେ ରାଜ୍ୟପାଳଙ୍କୁ ବିରୋଧ କଲା କଂଗ୍ରେସ । ରାଜ୍ୟପାଳ ରାଘୁବର ଦାସଙ୍କୁ ଗୋବ୍ୟାକ ନାରା । ରାଜ୍ୟପାଳଙ୍କ ବିରୋଧରେ ବର୍ଷିଲେ ତାରାପ୍ରସାଦ ବାହୀନପତି । ବିଜେପି ଅସ୍ମିତା କଥା କହି ସରକାରଙ୍କୁ ଆସିଛି । ରାଜ୍ୟପାଳଙ୍କ ପୁଅ ଓଡିଆ ଅଫିସରଙ୍କୁ ବାଡେଇବା ପରେ ବି ତଦନ୍ତ ହେଉନି । ଓଡିଆ ଅସ୍ମିତାକୁ ବଢ୍‌ଚାଇବା ଆମ ସମସ୍ତଙ୍କ ପାଇଁ ଆହ୍ୱାନ । ରାଜ୍ୟପାଳଙ୍କ ପୁଅ ଗିରଫ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କହିଲେ ତାରା ବାହିନୀପତି  ା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking