ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ କଂଗ୍ରେସର ବିରୋଧ । କଂଗ୍ରେସ ଭବନ ସମ୍ମୁଖରେ ଶାନ୍ତିପୁଣ୍ଣ ଆନ୍ଦୋଳନ କରୁଛନ୍ତି । ବର୍ଷ ଏକ ପ୍ରତାରଣା ଅନେକ ନାରା ଦେଇ ଆନ୍ଦୋଳନ କରିଛନ୍ତି । ପିସିସି ସଭାପତିଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ସାମିଲ ଅଛନ୍ତି । ୧୫ରୁ ଅଧିକ ଯୁବ ଓ ଛାତ୍ର କଂଗ୍ରେସ କର୍ମୀ ଅଟକ ରହିଛନ୍ତି । ରାମ ମନ୍ଦିର ନିକଟରୁ ଉଠାଇ ନେଇଥିଲା ପୋଲିସ । ଆନ୍ଦୋଳନ କରିବାକୁ କଂଗ୍ରେସ ଭବନ ଯାଉଥିଲେ ।










