25.1 C
Bhubaneswar
Sunday, December 21, 2025
Homeଓଡିଶାକଂଗ୍ରେସ ପାଳୁଛି କଳା ଦିବସ

କଂଗ୍ରେସ ପାଳୁଛି କଳା ଦିବସ

ଭୁବନେଶ୍ୱର : କଂଗ୍ରେସ  ବଡଧରଣର ପ୍ରତିବାଦ କରିଛନ୍ତି । ମହିଳା ଦିବସକୁ ନେଇ କଂଗ୍ରେସ ପାଳୁଛି କଳା ଦିବସ । ମୁହଁରେ କଳାପଟି ବାନ୍ଧି ମହିଳା ପ୍ରତିବାଦ କରିଛନ୍ତି । କଂଗ୍ରେସ ଭବନ ସାମ୍ନାରେ ବସି ପ୍ରତିବାଦ କରିଛନ୍ତି । ମହିଳାଙ୍କ ବିରୋଧରେ ବଢୁଥିବା ହିଂସା ଓ ଶୋଷଣକୁ ନେଇ ପ୍ରତିବାଦ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking