32.1 C
Bhubaneswar
Saturday, October 19, 2024
Homeଓଡିଶାଦୀପାବଳି ପୂର୍ବରୁ ପିସିସି ସଭାପତି ଚୟନ

ଦୀପାବଳି ପୂର୍ବରୁ ପିସିସି ସଭାପତି ଚୟନ

ଭୁବନେଶ୍ୱର: ୨୬ ରେ ଓଡିଶା ଆସିବେ ବରିଷ୍ଠ କଂଗ୍ରେସ ନେତା ଚରଣ ଦାସ ମହନ୍ତ । ସୂଚନା ଦେଲେ କଂଗ୍ରେସ ବିଧାୟକଦଳ ନେତା ରାମଚନ୍ଦ୍ର କାଡାମ । ପିସିସି ସଭାପତି ଚୟନ ନେଇ କଂଗ୍ରେସ ନେତାଙ୍କ ସହ ଆଲୋଚନା କରିବେ । ଦୀପାବଳି ପୂର୍ବରୁ ଚୂଡାନ୍ତ ହୋଇପାରେ କହିଲେ ଉପନେତା ଅଶୋକ ଦାସ । ଚରଣ ଦାସ ମହନ୍ତଙ୍କୁ ଆଲୋଚନା ଦାଇତ୍ୱ ଦେଇଛି ଏଆଇସିସି । ଛତିଶଗଡ଼ କଂଗ୍ରେସ ବିଧାୟକ ଅଛନ୍ତି ଚରଣ ଦାସ ମହନ୍ତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking