17.1 C
Bhubaneswar
Friday, February 13, 2026
Homeଓଡିଶାନିଟ୍ ବିଭ୍ରାଟକୁ ନେଇ କଂଗ୍ରେସର ଆନ୍ଦୋଳନ

ନିଟ୍ ବିଭ୍ରାଟକୁ ନେଇ କଂଗ୍ରେସର ଆନ୍ଦୋଳନ

ଭୁବନେଶ୍ୱର :  ନିଟ୍ ବିଭ୍ରାଟକୁ ନେଇ କଂଗ୍ରେସର ଆନ୍ଦୋଳନ ।  ରାସ୍ତାକୁ ଓହ୍ଲାଇଲା ରାଜ୍ୟ କଂଗ୍ରେସ । ମାଷ୍ଟରକ୍ୟାଣ୍ଟିନରେ କଂଗ୍ରେସର ଆନ୍ଦୋଳନ । ଆନ୍ଦୋଳନରେ ସାମିଲ ହୋଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ନିଟ୍ ବିଭ୍ରାଟ ପ୍ରସଙ୍ଗରେ ପିସିସି ସଭାପତିଙ୍କ ପ୍ରତିକ୍ରିୟା । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳାନଯାଉ କହିଲେ ଶରତ ପଟ୍ଟନାୟକ । ୩୨ ଲକ୍ଷରୁ ଅଧିକ ଟଙ୍କାରେ ପ୍ରଶ୍ନପତ୍ର ବିକ୍ରି ହୋଇଛି । ବିଜେପି ସରସାରର ଏଭଳି ନୀତିକୁ ଗ୍ରହଣ କରାଯିବନି ।

ମୁଁ ଡରିଯିବା ଲୋକ ନୁହେଁ : ଶରତ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking