25.1 C
Bhubaneswar
Monday, December 8, 2025
Homeଓଡିଶାସିଲଭର ମେଡାଲ ପାଇଁ ଲଢେଇ: ଜୟନାରାୟଣ

ସିଲଭର ମେଡାଲ ପାଇଁ ଲଢେଇ: ଜୟନାରାୟଣ

ଭୁବନେଶ୍ୱର: କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ନେଇ କଟାକ୍ଷ କଲେ ଜୟନାରାୟଣ ମିଶ୍ର । କହିଲେ ବିଜେଡି ଓ କଂଗ୍ରେସ ଭିତରେ ମେଡାଲ ପାଇଁ ଲଢେଇ । ଅନାସ୍ଥାର କୌଣସି ପ୍ରଭାବ ସରକାରଙ୍କ ଉପରେ ପଡିବ ନାହିଁ । ସୂଚନା ଥାଉକି ଆଜି କଂଗ୍ରେସ ନାରୀ ନିର୍ଯାତନା ପ୍ରସଙ୍ଗ , ନାରୀ ସୁରକ୍ଷା ପ୍ରସଙ୍ଗରେ ଅନାସ୍ଥା ଭୋଟ ଆଣିଛି । ରାଜ୍ୟସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ ଅଛନ୍ତି ବିରୋଧୀ ଦଳ ନେତା । ବିଜେଡି ସମର୍ଥନ ପାଇଁ ନବୀନଙ୍କ ଚାମ୍ବରରେ କଂଗ୍ରେସ ବିଧାୟକ ଦଳ ନେତାଙ୍କ ସହ ବିଧାୟକ ଉପସ୍ଥିତ ଅଛନ୍ତି । ଅନାସ୍ଥାରେ ସମର୍ଥନ ପାଇଁ ନବୀନଙ୍କୁ ଭେଟିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ତାରାବାହିନୀପତି । ନବୀନଙ୍କ ଅନୁପସ୍ଥିତିରେ ପ୍ରତାପ ଦେବ ଓ ସାରଦା ଜେନାଙ୍କୁ ଭେଟିଲେ । ଦୁଇ ଦଳ ନେତାଙ୍କ ମଧ୍ୟରେ କଣ ଆଲୋଚନା ହେଲା ସ୍ପଷ୍ଟ ହୋଇନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking