28.1 C
Bhubaneswar
Sunday, March 22, 2026
Homeଓଡିଶାଗାନ୍ଧୀ ମୂର୍ତ୍ତି ତଳେ କଂଗ୍ରେସ ବିଧାୟକଙ୍କ ଧାରଣା

ଗାନ୍ଧୀ ମୂର୍ତ୍ତି ତଳେ କଂଗ୍ରେସ ବିଧାୟକଙ୍କ ଧାରଣା

ଭୁବନେଶ୍ୱର : ଗୃହ କାଯ୍ୟ ଆରମ୍ଭ ହେବା ପୂର୍ୱରୁ ଗାନ୍ଧୀ ମୂର୍ତ୍ତି ତଳକୁ ଆସୁଛନ୍ତି କଂଗ୍ରେସ ବିଧାୟକ ଦଳ । ନାରୀ ନିର୍ଯାତନା ପ୍ରସଙ୍ଗରେ କଂଗ୍ରେସ ପ୍ରତିବାଦ କରିଛି । ଅନ୍ୟପଟେ ଦୁଇ ଦିନର ବିରତି ପରେ ଆଜିଠୁ ପୁଣି ସରଗରମ ହେବ ବିଧାନସଭା । ଆଜି ଗୃହ ,ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ବିଭାଗ ,  ଅର୍ଥ ,  ଇଲୋକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା , ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ , ସଂସଦୀୟ ବ୍ୟାପାର ବିଭାଗର ପ୍ରଶ୍ନକାଳ ରହିଛି । ଆଜିଠାରୁ ଗୃହରେ ଖର୍ଚ୍ଚ ଦାବି ଆଲୋଚନା ହେବ । ଅନୂସୂଚିତ ଜାତି ଓ ଜନଜାତି ବିଭାଗର ଖର୍ଚ୍ଚ ଦାବି ଆଲୋଚନା ରହିଛି । ଶୂନ୍ୟକାଳରେ ବରିଷ୍ଠ ବିଧାୟକ ଜୟନାରାୟଣ  ମିଶ୍ରଙ୍କ ବୟାନ , ନାରୀ ନିଯ୍ୟାତନା ବିଜୁ ପଟ୍ଟନାୟକ ଜୟନ୍ତୀ  ରାଜନୀତି ପ୍ରସଙ୍ଗ ଆଜି ଗୃହରେ ଉଠାଇ ପାରନ୍ତି ବିରୋଧୀ । ସେପଟେ ବିରୋଧୀଙ୍କ ପକ୍ଷରେ ବି ମୁଲତବି ପ୍ରସ୍ତାବ ଆସିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking