28.1 C
Bhubaneswar
Sunday, September 8, 2024
Homeଓଡିଶାକଂଗ୍ରେସ ବିଧାୟକ ଦଳ ବୈଠକ; ଆସିଲେନି ତାରା ଓ ରମେଶ

କଂଗ୍ରେସ ବିଧାୟକ ଦଳ ବୈଠକ; ଆସିଲେନି ତାରା ଓ ରମେଶ

ଭୁବନେଶ୍ୱର : ବିଧାନସଭା ଅଧିବେଶନ ପୂର୍ବରୁ ଆରମ୍ଭ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ । ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଛି । ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବୈଠକ । କଂଗ୍ରେସର ୧୪ ବିଧାୟକଙ୍କ ମଧ୍ୟରୁ ୨ ବିଧାୟକ ଅନୁପସ୍ଥିତ ରହିଛନ୍ତି । ତାରାପ୍ରସାଦ ବାହିନୀପତି, ରମେଶ ଜେନା ଅନୁପସ୍ଥିତ ରହିଛନ୍ତି ।

ଆଜିଠୁ ବିଧାନସଭା ଅଧିବେଶନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking