28.1 C
Bhubaneswar
Sunday, March 30, 2025
Homeଓଡିଶାକଂଗ୍ରେସ ବିଧାୟକ- ପୁଲିସ କର୍ମୀ ମୁହାଁମୁହିଁ

କଂଗ୍ରେସ ବିଧାୟକ- ପୁଲିସ କର୍ମୀ ମୁହାଁମୁହିଁ

ଭୁବନେଶ୍ୱର: ଘଣ୍ଟ ବାଡ଼େଇଲେ, ବିଧାନସଭା ବାହାରିଲେ । ଗତକାଲି କଂଗ୍ରେସର ୧୨ ଜଣ ବିଧାୟକ ବିଧାନସଭାରୁ ସସପେଣ୍ଡ୍ ହେବା, ଆଉ ସାରା ରାତି ରାସ୍ତା ଉପରେ କଂଗ୍ରେସ ବିଧାୟକ ଧାରଣା ଦେବା ପରେ, ଏବେ ବିଧାନସଭାକୁ ବାହାରିଛନ୍ତି କଂଗ୍ରେସ ବିଧାୟକ । ବିଧାନସଭା ଯିବା ବାଟରେ କଂଗ୍ରେସ ବିଧାୟକମାନେ ଘଣ୍ଟ ଧରି ବାଡ଼େଇଛନ୍ତି । ଖାଲି ସେତିକି ନୁହେଁ, ତାଙ୍କ ସହିତ ତମାମ କଂଗ୍ରେସ ନେତାମାନେ ମଧ୍ୟ ଯୋଗ ଦେଇଛନ୍ତି । କଂଗ୍ରେସ କର୍ମୀମାନେ ବିଧାନସଭା ଯିବା ବାଟରେ, ପୋଲିସ୍ ସହ ହାତାହାତି ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking