17.1 C
Bhubaneswar
Monday, December 22, 2025
Homeଓଡିଶାକଂଗ୍ରେସ ନେତାଙ୍କୁ ମାରି ଫିଙ୍ଗିଦେଲେ

କଂଗ୍ରେସ ନେତାଙ୍କୁ ମାରି ଫିଙ୍ଗିଦେଲେ

ଛତିଶଗଡ: ଛତିଶଗଡ ବିଜାପୁରରେ କଂଗ୍ରେସ ନେତାଙ୍କ ହତ୍ୟା । ନାଗା ଭଣ୍ଡାରୀଙ୍କୁ ମାଓବାଦୀଙ୍କ ନିର୍ମମ ହତ୍ୟା । ଘରଠାରୁ କିଛି ଦୂରରେ ମାରି ଫିଙ୍ଗିଦେଲେ । ଗତ ଅକ୍ଟୋବରରେ ନାଗାଙ୍କ ଭାଇଙ୍କୁ ହତ୍ୟା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking